ଏସ୍‌ଟିଏଫ୍‌ ଚଢ଼ାଉରେ ଧରାପଡ଼ିଲା କଲରାପତରିଆ ବାଘଛାଲ : ଅଭିଯୁକ୍ତ ଗିରଫ

ଚକପଦା: ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। କନ୍ଧମାଳ ଜିଲ୍ଳାର ଚକପଦା ଥାନା ଅନ୍ତର୍ଗତ ବ୍ରାହ୍ମଣୀପଡ଼ା ଗ୍ରାମରେ ଟିକାବାଲି ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ମିଳିତ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି। ବାଘଛାଲ ଜବତ ହେବା ସହ ବ୍ରାହ୍ମଣୀପଡ଼ା ଗ୍ରାମର ଦିବଙ୍ଗତ ରାଘବ ନାୟକଙ୍କ ପୁଅ ବିରେନମିତ୍ର ନାୟକଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ବେଳେ ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ … Continue reading ଏସ୍‌ଟିଏଫ୍‌ ଚଢ଼ାଉରେ ଧରାପଡ଼ିଲା କଲରାପତରିଆ ବାଘଛାଲ : ଅଭିଯୁକ୍ତ ଗିରଫ